Big breaking:୩ ଜଣଙ୍କ ଉପରେ ମାଡିଗଲା ଟ୍ରକ, ଏନଏଚ୍ କାମରେ ଥିଲେ ନିୟୋଜିତ

ଭୁୁବନେଶ୍ୱର: ବରଗଡରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ୩ ଜଣଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏନଏଚ୍ କାମରେ ଏହି କର୍ମଚାରୀ ନିୟୋଜିତ ଥିବା ବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି । ଏହି ଦୁଃଖଦ ଘଟଣା ବରଗଡରେ ଘଟିଛି । ବରଗଡ ସୋହେଲା ରାୟପୁର ରୋଡ୍ ସ୍ଥିତ ଲୁହୁରାଚଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.