fbpx

ବାଲିଘାଟରେ ବୁଲିଲା ଖଣ୍ଡା; ୬ ଆହତ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ମାର୍ଥାପୁରରେ ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ରରେ ଆକ୍ରମଣ ଫଳରେ ୬ ଜଣ ଆହତ । ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକଙ୍କ ଆକ୍ରମଣ ରେ ଗାଁର ଗୁରୁତର ମାନେ ହେଲେ ଗାଁର ସଂଜିତ ବାରିକ, ସର୍ବେଶ୍ୱର ବାରିକ ଓ ଶିବ ପ୍ରସାଦ ବାରିକ ଆହତ ହୋଇ ଭୁବନ ମେଡିକାଲରେ ଭର୍ତି ହୋଇଥିବାବେଳେ । ପାଲଟା ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୩ଜଣ ପ୍ରତାପ ବେହେରା, ରାଜୀବ ଲୋଚନ ବେହେରା, ନୃସିଂହ ସାମଲ ଆହତ ହୋଇ ଜିରାଳ ମେଡିକାଲ ପରେ ଢ଼େଙ୍କାନାଳ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରତାପ ବେହେରା ଗୁରୁତର ଆହତ ହୋଇଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.