fbpx
BJD SKY
BJD SKY

ଦିଲ୍ଲୀରୁ ଜୈଶ-ଏ-ମହମ୍ମଦର ୨ ଆତଙ୍କବାଦୀ ଗିରଫ

BJD

ନୂଆଦିଲ୍ଲୀ,୧୭ ।୧୧: ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଗତକାଲି ରାତିରେ ରାଜଧାନୀରୁ ଜୈଶ-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁ ହେଉଛି ଅବଦୁଲ ଲତିଫ ଓ ଅସରଫ ଖାତନା ଗିରଫ ହୋଇଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦ୍ୱାରା ଆତଙ୍କବାଦୀ ଗିରଫ ହୋଇଛନ୍ତି । ସୂଚନା ମିଳିଛି ଯେ, ସେମାନେ ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲେ । ଗିରଫ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ସୋପାର ଓ କୁପୱାଡା ଜିଲ୍ଲାର ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.