fbpx

କେନାଲରେ ଭାସିଗଲେ ୨ ନାବାଳକ

ଆନନ୍ଦପୁର(ଓଡ଼ିଶା ଭାସ୍କର): କେନାଲରେ ଭାସିଯାଇ ୨ ନାବାଳକ ନିଖୋଜ ହୋଇଯାଇଛନ୍ତି । ହାଟଡିହି ନିକଟ କେନାଲରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଏହି ଦୁଇ ନାବାଳକ । ହଦଗଡ଼-ଛେନାପଦୀ ମୁଖ୍ୟ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ।

Get real time updates directly on you device, subscribe now.