fbpx
BSKY SKY
BSKY SKY

ପୁରୀରୁ ଗଡିବ ଆଉ ୨ଟି ଟ୍ରେନ୍

BSKY

ପୁରୀ,୧୪ ।୧(ଓଡିଶା ଭାସ୍କର): ଆସନ୍ତା ସପ୍ତାହରୁ ପୁରୀରୁ ଗଡିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ରାଜସ୍ଥାନର ଯୋଧପୁର ଓ ଅଜରେମକୁ ଚାଲିବ ଟ୍ରେନ୍ । ଜାନୁଆରୀ ୨୦ରୁ ଚାଲିବ ପୁରୀ-ଯୋଧପୁର ସ୍ୱତନ୍ତ୍ର ଟ୍ରେନ୍ । ପୁରୀରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୫ରେ ଟ୍ରେନ୍ ଛାଡିବ । ପ୍ରତି ଶନିବାର ଅପରାହ୍ନ ୨ଟା ୧୫ରେ ଯୋଧପୁରରୁ ଟ୍ରେନ୍ ଛାଡିବ । ଜାନୁଆରୀ ୨୧ରୁ ପୁରୀ-ଅଜମେର ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ପ୍ରତି ସୋମ ଓ ଗୁରୁବାର ରାତି ୧୧ଟା ୫ରେ ପୁରୀରୁ ଟ୍ରେନ୍ ଛାଡିବ । ଅଜମେରରୁ ପ୍ରତି ମଙ୍ଗଳ ଓ ଗୁରୁବାର ସନ୍ଧ୍ୟା ୬ଟା ୫୦ରେ ଟ୍ରେନ୍ ଛାଡିବ ।

Get real time updates directly on you device, subscribe now.