fbpx

କଟକରେ ଅଘଟଣ: ବିଡ଼ାନାସୀ କୃଷକ ବଜାରରେ ଅଚିହ୍ନା ମହିଳାଙ୍କୁ ହତ୍ୟା!

କଟକ(ଓଡ଼ିଶା ଭାସ୍କର): କଟକ ବିଡ଼ାନାସୀ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣିଟାଙ୍କି ତଳେ ମୃତଦେହ ପଡ଼ିରହିଛି ।

ତେବେ ମୃତଦେହ ପାଖରେ ମଦ ବୋତଲ ପଡ଼ିଥିବାର ଦେଖିବାକୁ ମିଳିଛି, ଯାହାକୁ ନେଇ ସସପେନ୍ସ ବଢ଼ିଯାଇଛି । କେହି ଜଣେ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ବିଡ଼ାନାସୀ ପୋଲିସ ପହଞ୍ଚି ଛାନଭିନନ୍ ଆରମ୍ଭ କରିଛି । ଅନ୍ୟପଟେ ମୃତ ମହିଳାଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

Get real time updates directly on you device, subscribe now.