fbpx
BSKY SKY
BSKY SKY

ବ୍ୟାକଲେସ୍ ଟପରେ ଉର୍ଫିଙ୍କ Hot Video: କାଚ୍ଚା ବାଦାମ୍ ଗୀତରେ ବନେଇଲେ ଇନଷ୍ଟାଗ୍ରାମ ରିଲ୍

BSKY

ନୂଆଦିଲ୍ଲୀ: ଛୋଟ ପରଦାର ହଟ ସାଇରନ୍ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଭାଇରାଲ ହୋଇଥିବା କାଚ୍ଚା ବାଦାମ ଗୀତରେ ଉର୍ଫି ରିଲ୍ ବନାଇଛନ୍ତି । ଉର୍ଫିଙ୍କ ବ୍ୟାକଲେସ ଟପର ହଟ୍ ଡ୍ୟାନ୍ସ ଇନଷ୍ଟାଗ୍ରାମରେ ନିଆଁ ଲଗାଇ ଦେଇଛି । ବିଗବସ୍ ଓଟିଟିରୁ ଲୋକପ୍ରିୟତା ହାସଲ କରିଥିବା ଉର୍ଫି ସର୍ବଦା ନିଜର ବୋଲ୍ଡ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଉର୍ଫି କାଚ୍ଚା ବାଦାମ ଗୀତରେ ଡ୍ୟାନ୍ସ କରିବା ସହିତ ଏକ ରିଲ୍ ବନାଇଛନ୍ତି ।

ଏହି ରିଲଟିକୁ ମାତ୍ର ୬ ଘଣ୍ଟାରେ ୮୬ ହଜାର ଲାଇକ୍ ମିଳି ସାରିଛି । ଦର୍ଶକ ଏହି ରିଲକୁ ପସନ୍ଦ କରିଥିବା ସବୁବେଳ ପରି ଚର୍ଚ୍ଚାରେ ରହିଛି ଉର୍ଫିଙ୍କ ଆଉଟ୍ ଫିଟ୍ । ଉର୍ଫି ଏକ କଳା ରଙ୍ଗର ବ୍ୟାକଲେସ୍ ଟପ୍ ପିନ୍ଧି ଏହି ରିଲ୍ ବନାଇଥିଲେ । ଏହା ସହିତ ଚିରାଚରିତ ଭାବରେ କିଛି ଦର୍ଶକ ଉର୍ଫିଙ୍କ ଡ୍ରେସକୁ ନେଇ ଟ୍ରୋଲ ମଧ୍ୟ କରିଥିଲେ ।

 

View this post on Instagram

 

A post shared by Urrfii (@urf7i)

Get real time updates directly on you device, subscribe now.