• Likes
  • Followers
  • Subscribers
  • Followers
  • Android App
  • Thursday, August 28, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଛାତ୍ରଙ୍କ ପାଇଁ ବଦଳିଲା ଆମେରିକା ଭିସା ନିୟମ, ସୋସିଆଲ୍ ମିଡିଆ ଆକାଉଣ୍ଟ ହେବ ‘ସାର୍ବଜନୀନ’

ଛାତ୍ରଙ୍କ ପାଇଁ ବଦଳିଲା ଆମେରିକା ଭିସା ନିୟମ, ସୋସିଆଲ୍ ମିଡିଆ ଆକାଉଣ୍ଟ ହେବ ‘ସାର୍ବଜନୀନ’

ଛାତ୍ର ଓ ଏକ୍ସଚେଞ୍ଜ ଭିଜିଟରମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲା ଭାରତରେ ଥିବା ଆମେରିକୀୟ ଦୂତାବାସ । ଏଣିକି ଆଉ ରହିବନି ପ୍ରାଇଭେସୀ ।

By Seema Mohapatra Last updated Jun 24, 2025 at 6:42 PM
Share

ନୂଆଦିଲ୍ଲୀ: ଛାତ୍ର ଓ ଏକ୍ସଚେଞ୍ଜ ଭିଜିଟରମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲା ଭାରତରେ ଥିବା ଆମେରିକୀୟ ଦୂତାବାସ । ଏଣିକି ଆଉ ରହିବନି ପ୍ରାଇଭେସୀ । ଯେଉଁମାନେ ନନ୍-ଇମିଗ୍ରାଣ୍ଟ ଭିସା ପାଇଁ F, M  କିମ୍ବା J କ୍ୟାଟେଗୋରୀରେ ଆବେଦନ କରିବେ, ସେମାନଙ୍କୁ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ସାର୍ବଜନୀନ’ କରିବାକୁ ପଡିବ ।

ଏହି ପଦକ୍ଷେପ ଫଳରେ ଆମେରିକାର ଅଫିସରମାନେ ଆବେଦନକାରୀଙ୍କ ପରିଚୟ ଓ ଯୋଗ୍ୟତା ଯାଞ୍ଚ କରିବାରେ ସୁବିଧା ହେବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।

ଆଗରୁ ଭିସା ଆବେଦନ ପ୍ରକ୍ରିୟାରେ ଆମେରିକା ସରକାର ଆବେଦନକାରୀଙ୍କ ସୋସିଆଲ୍ ମିଡିଆର ହ୍ୟାଣ୍ଡଲ ତାଲିକା ଦରକାର କରୁଥିଲେ । କିନ୍ତୁ ଏହି ନୂଆ ବ୍ୟବସ୍ଥାରେ ସୋସିଆଲ ମିଡିଆରେ ପ୍ରାଇଭେସୀ ରେଷ୍ଟ୍ରିକସନ୍ ହଟାଇଦେବାକୁ ପଡିବ । ତେଣୁ ଆବେଦନକାରୀଙ୍କ ସଂପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ ।

ଆହୁରି ପଢନ୍ତୁ

ୟୁରିକ୍ ଏସିଡର ଚିହ୍ନ ବର୍ଣ୍ଣ ଗାୟବ କରିଦେବ…

ରାଗିଗଲେ ମହମ୍ମଦ ଶାମି, ରିଟାୟାରମେଣ୍ଟକୁ ନେଇ…

କିନ୍ତୁ ଏହା କେତେ ଦିନ ପାଇଁ ପବ୍ଲିକ ରହିବ, ତାହା କୁହାଯାଇନାହିଁ । ଆମେରିକାର ଆଇନ ଅନୁସାରେ ଆବେଦନକାରୀଙ୍କ ପରିଚୟ ଓ ପ୍ରବେଶ ଯାଞ୍ଚ ବେଳେ ସୁଗମ କରିବାକୁ ଏହି ପରିବର୍ତ୍ତନ କରାଯାଇଛି ବୋଲି X ରେ ସୂଚନା ଦିଆଯାଇଛି ।

2019ରୁ ସଂଯୁକ୍ତ ରାଷ୍ଟ୍ର ଆମେରିକା ଭିସା ଆବେଦନକାରୀଙ୍କୁ ପ୍ରବାସୀ ଏବଂ ଅଣ-ପ୍ରବାସୀ ଭିସା ଆବେଦନ ଫର୍ମରେ ସୋଲିଆଲ ମିଡିଆ ପ୍ରୋଫାଇଲ ପ୍ରଦାନ କରିବାକୁ ବାଧ୍ୟ କରିଛି ଆମେରିକୀୟ ଦୂତାବାସ ।

ଏହି ସମୟରେ, ଆମେରିକା ସରକାର 2025 ଶେଷ ପର୍ଯ୍ୟନ୍ତ ଏକ ନୂତନ ଯାତ୍ରା ପ୍ରତିବନ୍ଧକ ମଧ୍ୟ ପ୍ରକାଶ କରିଛନ୍ତି ।  ଯେଉଁଥିରେ 12 ଟି ଦେଶର ନାଗରିକଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଅନ୍ୟ ସାତଟି ଦେଶକୁ ଭିସା ପ୍ରବେଶକୁ ଆଂଶିକ ଭାବରେ ପ୍ରତିବନ୍ଧିତ ଲଗାଯାଇଛି।

ଏହି ପଦକ୍ଷେପ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦିଏ ଏବଂ ସୁରକ୍ଷା ତ୍ରୁଟି ଏବଂ ଆତଙ୍କବାଦକୁ ନେଇ ବିପଦରେ ଥିବା ଦେଶଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରେ। ସର୍ବାଧିକ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାରେ ଅଛନ୍ତି ବୋଲି ଜଣାପଡିଛି।

 

Share

Prev Post

I AM NOT HAPPY: ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ ତାଗିଦ୍; ଆଉ ବୋମା ପକାନି, ଫେରାଇ ନିଅ ଫାଇଟର ଜେଟ୍

Next Post

ଟ୍ରମ୍ପଙ୍କ କଥା ଶୁଣିଲା ନାହିଁ ଇସ୍ରାଏଲ, ପୁଣି ଥରେ ଇରାନ ଉପରେ କଲା ଆକ୍ରମଣ

You might also like More from author
Breaking News

ୟୁରିକ୍ ଏସିଡର ଚିହ୍ନ ବର୍ଣ୍ଣ ଗାୟବ କରିଦେବ ଏହି ସବୁଜ ପତ୍ର; ଏହାକୁ ଚୋବାଇଲେ ହେବ ଚମତ୍କାର, ସ୍ବାଦ…

Cricket

ରାଗିଗଲେ ମହମ୍ମଦ ଶାମି, ରିଟାୟାରମେଣ୍ଟକୁ ନେଇ ଦେଲେ ବଡ଼ ବୟାନ, ସମସ୍ତେ ଆଶ୍ଚର୍ଯ୍ୟ

Top Stories

(video) ଟଙ୍କା ସହ ଘର ନେଇଗଲେ, ମାଡ଼ ମାରି ମତେ ଦର ମରା କଲେ, ଗାୟିକା ଆଣିଲେ ବଡ଼ ଅଭିଯୋଗ

Breaking News

ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ଭାରତରେ ପଶିଗଲେ, ପୋଲିସର ହାଇ ଆଲର୍ଟ ଜାରି, ଏମାନେ ସବୁ ପାକିସ୍ତାନୀ

Breaking News

ଦଳର ବଡ଼ ନିଷ୍ପତ୍ତି; କରୁଣ ନାୟରଙ୍କ ସ୍ଥାନରେ ଏହି ଖେଳାଳି ହେଲେ ସାମିଲ, ଖେଳିଛନ୍ତି 95 ଫାଷ୍ଟ…

Breaking News

(Video) ସଲମାନ ଖାନ ନିଜ ପରିବାର ସହ ପାଳିଲେ ଗଣେଶ ଚତୁର୍ଥୀ, ସମସ୍ତେ ମିଶି କଲେ ଆଳତୀ, ଦେଖନ୍ତୁ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ୟୁରିକ୍ ଏସିଡର ଚିହ୍ନ ବର୍ଣ୍ଣ ଗାୟବ କରିଦେବ…

ରାଗିଗଲେ ମହମ୍ମଦ ଶାମି, ରିଟାୟାରମେଣ୍ଟକୁ ନେଇ…

(video) ଟଙ୍କା ସହ ଘର ନେଇଗଲେ, ମାଡ଼ ମାରି ମତେ…

ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ଭାରତରେ ପଶିଗଲେ,…

ଦଳର ବଡ଼ ନିଷ୍ପତ୍ତି; କରୁଣ ନାୟରଙ୍କ ସ୍ଥାନରେ…

(Video) ସଲମାନ ଖାନ ନିଜ ପରିବାର ସହ ପାଳିଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ୟୁରିକ୍ ଏସିଡର ଚିହ୍ନ ବର୍ଣ୍ଣ ଗାୟବ କରିଦେବ…

ରାଗିଗଲେ ମହମ୍ମଦ ଶାମି, ରିଟାୟାରମେଣ୍ଟକୁ ନେଇ…

(video) ଟଙ୍କା ସହ ଘର ନେଇଗଲେ, ମାଡ଼ ମାରି ମତେ…

ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ଭାରତରେ ପଶିଗଲେ,…

Prev Next 1 of 29,097
© 2025 - TK Digital All Rights Reserved.