fbpx

ଓଡିଶା ଆସିଲା ଭ୍ୟାକସିନ୍ ସରଞ୍ଜାମ, ଜାଣନ୍ତୁ କଣ କହିଲେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ?

Advertisement

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଓଡିଶା ଆସିଲା କରୋନା ଭ୍ୟାକସିନ୍ ସରଞ୍ଜାମ । ଭ୍ୟାକସିନ୍ ପାଇଁ ୨୧ ଲକ୍ଷ ସରଞ୍ଜାମ ଆସିଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଭ୍ୟାକସିନ୍ ରଖିବା ପାଇଁ ୨୬ଟି ଆଇଏଲଆର ଆସିଛି । ଆଗକୁ ଆହୁରି ୩୩୯ଟି ଆଇସି ଲାଇନଡ ରେଫ୍ରିଜିରେଟର ଆସିବ । ରାଜ୍ୟରେ ଭ୍ୟାକସିନ୍ ଦେବା ପାଇଁ ଡାଟା ବେଶ ବଢିଛି । ୩ ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀ ଭ୍ୟାକସିନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ।’

Get real time updates directly on you device, subscribe now.