(Video):ଫାଶୀରେ ଝୁଲୁଥିଲେ ୩ ଛାତ୍ର! ଦର୍ଶକ ସାଜି ଦେଖିଲେ ସ୍କୁଲ କର୍ତ୍ତୃପକ୍ଷ
ଷ୍ଟେଜରେ ଝୁଲୁଥିଲେ ୩ ଜଣ ସ୍କୁଲ ଛାତ୍ରା ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖି ଚୁପ୍ ଥିଲା ସ୍କୁଲ ପ୍ରଶାସନା ନିରୀହ ଜୀବନ ସହ ଖେଳିବାକୁ କିଏ ଦେଲା ଅନୁମତି?
ନୂଆଦିଲ୍ଲୀ: ଖେଳ ଖେଳରେ ବାଜି ଲାଗିଥିଲା ୩ ଜୀବନା ସ୍କୁଲ ଫଙ୍କସନରେ ଅଭିନୟ କରିବା ସମୟରେ ଝୁଲିଥିଲେ ୩ ଛାତ୍ରା
ବାପରେ ବାପ! ଏଭଳି ଦୃଶ୍ୟ ଦେଖି ସ୍କୁଲ ପରିସରରେ ହଙ୍ଗାମା ହୋଇଥିଲା ଦେଶଭକ୍ତି ନାଁରେ ସ୍କୁଲ ପିଲାଙ୍କ ଜୀବନ ସହ ଖେଳିବା କେତେ ଦୂର ଠିକ୍।
ସ୍କୁଲ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିା
ଦେଶଭକ୍ତି ନାଟକ: ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦେଶଭକ୍ତି ଅଭିନୟରେ ଅଂଶଗ୍ରହଣ କରିଥିଲେ ୩ ଛାତ୍ରା
ଦେଶର ସ୍ୱାଧୀନତା ପାଇଁ ଜୀବନ ଦେଇଥିବା କ୍ରାନ୍ତିକାରୀ ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ଚରିତ୍ର କରିଥିଲେ ୩ ଛାତ୍ରା
ସେମାନଙ୍କ ଚମତ୍କାର ଅଭିନୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମୁଗ୍ଧ କରିଥିଲ।। କିନ୍ତୁ ଶେଷ ସମୟରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲ।।
କାହିଁକି ଝୁଲିଲେ: ୩ ଛାତ୍ରଙ୍କ ଦେଶଭକ୍ତି ଅଭିନୟ କୌଣସି ବଲିଉଡ୍ ଫିଲ୍ମ ଠାରୁ କମ୍ ନଥିଲ।। ଭାଇରାଲ ଭିଡିଓରେ ଦର୍ଶାଯାଇଛି ସେମାନେ କଏଦୀର ପୋଷାକ ପିନ୍ଧି ଫାଶୀରେ ଝୁଲୁଛନ୍ତିା
ଅନେକ ସମୟ ପର୍ଯ୍ୟନ୍ତ ସେମାନେ ଏହି ପୋଜିସନରେ ନଜର ଆସିଥିଲୋ ପରେ କିଛି ବ୍ୟକ୍ତି ଆସି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲୋ
ତେବେ କେଉଁ ରାଜ୍ୟର ସ୍କୁଲରେ ଏଭଳି ଫଙ୍କସନ ହୋଇଥିଲା ତାହା ଜଣାପଡ଼ିନାହିାଁ
प्रोग्राम के लिए किसी की जिंदगी को यूं खतरे में डालना गलत है।
सोशलमीडिया पर वीडियो वायरल है।
कबकी और कहाँ की घटना इसकी जाँच कर इसका संज्ञान लिया जाना आवश्यक है। pic.twitter.com/ylTbrxq04s— अश्विनी सोनी اشونی سونی (@Ramraajya) January 28, 2025