fbpx

କରତ କଳ ଉପରେ ଭିଜିଲାନ୍ସ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୋବିନ୍ଦପୁର ସ୍ଥିତ କରତ କଳ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ବେଆଇନ୍ ଭାବେ ଚାଲୁଥିବା ଏହି କରତ କଳ ଚଢ଼ାଉରେ ଭିଜିଲାନ୍ସ ଟିମ୍ ସହ ବନ ବିଭାଗ ମଧ୍ୟ ସାମିଲ ଥିଲେ । ଏହି ମିଲରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.