fbpx

ମୁଁ ସାରସ୍ୱତ କ’ଣ କେତେ ଟୋକାଙ୍କ ସହ କଥା କଥା ହେବି, ଯା’ କ’ଣ କରିବ କର: ଶୁଣନ୍ତୁ ଆତ୍ମହତ୍ୟା ପୂର୍ବରୁ ସୌମ୍ୟ-ସୋନାଲିଙ୍କ ଶେଷ Viral Audio

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ପୂର୍ବରୁ ସୌମ୍ୟଙ୍କ ପ୍ରେମିକା ସୋନାଲିଙ୍କ ପିତାମାତା ତାଙ୍କର ଝିଅର କୌଣସି ଦୋଷ ନାହିଁ ବୋଲି କହିଥିଲେ । ସେହିପରି ସୌମ୍ୟଙ୍କ ମାଆ ମଧ୍ୟ ସୋନାଲିଙ୍କୁ ଏହି ଘଟଣା ପାଇଁ ଦୋଷ ଦେଇଥିଲେ । ତେବେ ଏହି ଘଟଣାଟି ଆଜକୁ ଏକ ସପ୍ତାହ ପୂରି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ସୋନାଲିଙ୍କୁ ଜେରା କରାଯାଇନାହିଁ । ସୁଇସାଇଡ ନୋଟରେ ସୌମ୍ୟ ସୋନାଲିଙ୍କ ନାମ ଉଲ୍ଲେଖ କରିଥିଲେ ।

ଇତିମଧ୍ୟରେ ସୌମ୍ୟ-ସୋନାଲିଙ୍କର ଏକ ଅଡିଓ ଭାଇରାଲ୍ ହୋଇଛି । ଅଡିଓରେ ସୌମ୍ୟ କାନ୍ଦୁଥିବା ବେଳେ ସୋନାଲି ରାଗି ବହୁତ କିଛି କହୁଛନ୍ତି । ସୋନାଲି କହୁଛନ୍ତି, ତୁମେ ମୋତେ ଆଉ ଫୋନ୍ କରିବ ନାହିଁ । ମୁଁ ସାରସ୍ୱତ କ’ଣ ଅନେକ ଟୋକାଙ୍କ ସହ ଗପିବି, କ’ଣ କରିବ କର ।

Get real time updates directly on you device, subscribe now.