ଚନ୍ଦ୍ରପୃଷ୍ଠରେ ସର୍ବ ପ୍ରଥମେ ମଣିଷ କେଉଁ ଖାଦ୍ୟ ଖାଇଥିଲେ? ଜାଣି ରଖନ୍ତୁ ଏହାର ସଠିକ ଉତ୍ତର

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାବାଦୀ ମାନଙ୍କ ପାଇଁ ଜେନେରାଲ ନଲେଜ ବା କରେଣ୍ଟ ଏଫାୟାର ଜ୍ଞାନ ଭଲଭାବେ ଜଣିଥିବା ଆବଶ୍ୟକ । ପରୀକ୍ଷା ଏବଂ ଇଣ୍ଟରଭିୟ୍ୟୁରେ ସାଧାରଣ ଜ୍ଞାନର ପ୍ରଶ୍ନ ପଚରା ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଜେନେରାଲ ନଲେଜ ଏବଂ କରେଣ୍ଟ ଆଫେୟାର୍ସର କିଛି ପ୍ରଶ୍ନ ସହିତ ଉତ୍ତର ଆଣିଛୁ । ଥରେ ଆଖି ପକାଇ ଦିଅନ୍ତୁ, ଏହା ଆପଣଙ୍କ ସନ୍ଦେହକୁ ଦୂର କରିବାରେ ସହାୟ ହେବ ।

୧)ପ୍ର; ଅର୍ଜେଣ୍ଟିନାର କେଉଁ ପ୍ରସିଦ୍ଧ ଫୁଟବଲ ପ୍ଲେୟାର ୨୦୨୨ରେ ରିଟାୟରମେଣ୍ଟ ନେଇଥିଲେ?
ଉ- ଲିୟୋନେଲ ମେସି

୨)ପ୍ର; ଭାରତର କେଉଁ ରାଜ୍ୟରେ ପ୍ରଥମଥର ଗୋଲ୍ଡ ଏଟିଏମ ମେସିନ ଲଗାଯାଇଥିଲା?
ଉ- ହାଇଦ୍ରାବାଦ

୩)ପ୍ର; ଭାରତରେ ଏମିତି କେଉଁ ପାହାଡ ଅଛି ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଶୂନ୍ୟ ହୋଇଯାଏ ଏବଂ ସେଠାକୁ ଲୋକ ମଧ୍ୟ ଯାଇପାରିବେ?
ଉ- ଚୁମ୍ବକୀୟ ହିଲ( ଲଦାଖ)

୪)ପ୍ର; ସାଉଥ ଜଗତର କେଉଁ ଚଳଚ୍ଚିତ୍ର ହଲିଉଡ କ୍ରିକେଟରେ ସ୍ପଟଲାଇଟ ଆୱାର୍ଡ ଜିତିଥିଲା?
ଉ- ଆର.ଆର.ଆର

୫)ପ୍ର; ମୋନାଲିସା ପ୍ରସିଦ୍ଧ ପେନଟିଂ କେଉଁ ଜିନିଷ ଉପରେ ତିଆରି ହୋଇଛି, କାଠ, ପେପର ଏବଂ କାନଭାସ?
ଉ- କାଠ

୬)ପ୍ର;ବିଜୁଳି, ଲାଭା, ଏବଂ ସୂର୍ଯ୍ୟ, ଏହା ମଧ୍ୟରୁ କିଏ ଅଧିକ ଗରମ?
ଉ- ବିଜୁଳି

୭)ପ୍ର; ପ୍ରାନ୍ସ ଦେଶରେ ଅପ୍ରେଲ ଫୁଲ ଡେ, କୁ କଣ କୁହାଯାଏ?
ଉ- ଅପ୍ରେଲ ଫିସ

୮)ପ୍ର; ବିଟ କଏନ କିଏ ତିଆରି କରିଥିଲେ?
ଉ- ସାତୋଷୀ ନାକାମୋଟୋ

୯)ପ୍ର; କ୍ରିକେଟ ବ୍ୟାଟ ତିଆରି ପାଇଁ କେଉଁ କାଠ ବ୍ୟବହାର କରାଯାଏ?
ଉ-ୱିଲୋ

୧୦)ପ୍ର; ମଣିଷ ଚନ୍ଦ୍ରପୃଷ୍ଠରେ ସର୍ବପ୍ରଥମେ କେଉଁ ଖାଦ୍ୟ ଖାଇଥିଲେ?
ଉ- ବାକୋନ (ସୁଙ୍ଗହର ଲୁଣିଆ ମାଂସ)