fbpx

ତବଲିଗି ଜମାତର ଦଶ ଅପରାଧର ସଜା ଭୋଗୁଛି ସାରା ଦେଶ

ତବଲିଗିର ଅର୍ଥ ହେଉଛି ଆଲ୍ଲାଙ୍କ ବାର୍ତ୍ତାର ପ୍ରଚାର ପ୍ରସାର । ଜମାତ୍ ର ଅର୍ଥ ହେଉଛି ସମୂହ । ଏହାର ଅର୍ଥ ହେଉଛି ଆଲ୍ଲାଙ୍କ ବାର୍ତ୍ତାର ପ୍ରଚାର ପ୍ରସାର କରୁଥିବା ସମୁଦାୟକୁ ତବଲିଗି ଜମାତ୍ କୁହାଯାଏ । କିନ୍ତୁ ଏହି ତବଲିଗି ଜମାତ୍ କେତେକ ଦେଶରେ କରେନା ପ୍ରସାରର ମାଧ୍ୟମ ପାଲଟିଛି । ଏବେ ଆସନ୍ତୁ ଜାଣିବା ତବଲିଗି ଜମାତର ୧୦ ଟି ଅପରାଧ ଯାହାର ସଜା କାଟୁଛି ସାରା ଦେଶ…

ଅପରାଧ ନଂ ୧- ୧୪୪ ଧରା ସତ୍ତେ୍ୱ ଚାଲୁଥିଲା ଜମାତ୍
ଅପରାଧ ନଂ ୨-କରୋନା ସମୟରେ ମୁସଲମାନ ମାନଙ୍କୁ ମସଜିଦ୍ ଆସିବାକୁ କୁହାଗଲା ।
ଅପରାଧ ନଂ ୩-ସାମାଜିକ ଦୂରତ୍ୱ ନମାନିବାକୁ ଉସକାଗଲା
ଅପରାଧ ନଂ ୪-ଗୃହ ମନ୍ତ୍ରଣାଳୟୂ ଓ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶନାମା କୁ ବେଖାତିର ।
ଅପରାଧ ନଂ ୫-ନିର୍ଦ୍ଦେଶନାମା ସତ୍ତେ୍ୱ ବି କେରାନା ଟେଷ୍ଟ କରିବାକୁ ଆସିଲେ ନାହିଁ ।
ଅପରାଧ ନଂ ୬-କରୋନା ସଂକ୍ରମିତ ବିଦେଶୀଙ୍କ ସୂଚନା ଲୁଚାଗଲା
ଅପରାଧ ନଂ ୭-ବିଦେଶରୁ ଆସିଥିବା ଜମାତିଙ୍କୁ ସମୟରେ ଫେରିବାକୁ କୁହାଗଲା ନାହିଁ ।
ଅପରାଧ ନଂ ୮-ପୋଲିସ କହିବା ପରେ ବି ଜମାତ ଛାଡି ଗଲେ ନାହିଁ ।
ଅପରାଧ ନଂ ୯-ମୁସଲମାନ ନାଗରିକଙ୍କୁ ଡାକ୍ତରଭ୍କ ପରାମର୍ଶ ମାନିବାକୁ ମନାକରାଗଲା ।
ଅପରାଧ ନଂ ୧୦- ଅଜିତ ଡୋଭାଲଙ୍କ ହସ୍ତକ୍ଷେପ ପୂର୍ବରୁ ମରକଜ ଖାଲି କରାଗଲା ନାହିଁ ।

Get real time updates directly on you device, subscribe now.