fbpx

ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ! ଘରେ ପଡ଼ିରହିଛି ମୃତଦେହ

Advertisement

କୋଇଡ଼ା(ଓଡ଼ିଶା ଭାସ୍କର): ୩ ଦିନ ହେବ ଘରେ ପଡ଼ି ରହିଛି ମୃତଦେହ । ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମଦ୍ୟପ ଦମ୍ପତ୍ତିଙ୍କ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କୋଇଡ଼ା ଥାନା ଓରାଘାଟ ଗ୍ରାମର ଗୋପୀସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତଦେହ ସଢ଼ିବା ଆରମ୍ଭ କରିଥିବାରୁ ଆଖପାଖରେ ଦୁର୍ଗନ୍ଧ ହେଉଛି ।

Get real time updates directly on you device, subscribe now.