fbpx
BSKY
BJD MS SKY
BJD YOUTH SKY

World Cup 2023; ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ ରଖିଲା ନେଦରଲାଣ୍ଡ

ଓଡିଶା ଭାସ୍କର; କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଏବଂ ନେଦରଲାଣ୍ଡ । ଆଜିର ଏହି ୨୮ତମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ନେଦରଲାଣ୍ଡ । ଏହି ୫୦ ଓଭର ବିଶିଷ୍ଟ ମ୍ୟାଚରେ ୯ ୱିକେଟ ହରାଇ ମୋଟ ୨୨୯ ରନ ସଂଗ୍ରହ କରି ପାରିଛି ନେଦରଲାଣ୍ଡ । ଫଳରେ ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ ରହିଛି । ପ୍ରଥମ ଇନିଂସ ଶେଷ ହୋଇଥିବା ବେଳେ ବର୍ତ୍ତମାନ ବିରତି ଯାଇ ରହିଥିବା ଦେଖିବାକୁ ମିଳିଛି । ବିରତି ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିବ ବାଂଲାଦେଶ ।

Get real time updates directly on you device, subscribe now.