fbpx

WTC FINAL IND vs NZ: 5ମ ଦିନରେ ଅଲଆଉଟ୍‌ ହେଲା ନ୍ୟୁଜିଲାଣ୍ଡ

Advertisement

ନୂଆଦିଲ୍ଲୀ: ସାଉଥମ୍ପଟନ୍‌ର ଆଇଜି ବୋଲ୍ ଷ୍ଟାଡିୟମରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି । ପଞ୍ଚମ ଦିନର ଖେଳ ଜାରି ରହିଛି | ଭାରତର ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଛି । ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସ 249 ରନ କରି ଅଲ ଆଉଟ୍‌ ହୋଇଛି। ମହମ୍ମଦ ଶାମି ଭାରତ ପାଇଁ ଚାରିଟି ୱିକେଟ୍ ନେଇଥିବାବେଳେ ଡିଭନ୍ କନୱେ ନ୍ୟୁଜିଲ୍ୟାଣ୍ଡ ପାଇଁ 54 ରନ୍ ସଂଗ୍ରହ କରିଥିଲେ।

Get real time updates directly on you device, subscribe now.