fbpx

ଯୁବ ବିଜେଡି ରାଜ୍ୟ ସଂପାଦକ ନିଲମ୍ବିତ

ଭୁବେନଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ଦୀପକ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଦୀପକଙ୍କୁ ନିଲମ୍ବିତ କରିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଗତ ବର୍ଷ ଦୀପକ ସାହୁ ଯୁବ ସଂପାଦକ ଭାବରେ ନିଯୁକ୍ତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ଆଗକୁ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଯୁବ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା ଆରମ୍ଭ କରିଛି ବିଜେଡି ।

Get real time updates directly on you device, subscribe now.