fbpx

ଡାଉନ ହେଲା ୟୁଟ୍ୟୁବ, ଭିଡିଓ ଅପଲୋଡ କରିବାରେ ଦେଖାଦେଲା ସମସ୍ୟା

ନୂଆଦିଲ୍ଲୀ: ଭାରତରେ ଅନେକ ୟୁଟ୍ୟୁବ ୟୁଜର୍ସ ଆପ୍ ରେ ଭିଡିଓ ଅପଲୋଡ କରିବା ପାଇଁ ଅସୁବିଧା ଅନୁଭବ କରିଛନ୍ତି । ୟୁଜର୍ସ ଏହାର ଅଭିଯୋଗ କମ୍ପାନୀକୁ ଟ୍ୟାଗ କରିଛନ୍ତି । ଅଭିଯୋଗ ମିଳିବା ପରେ କମ୍ପାନୀ କହିଛି ଯେ, ସେ ଖୁସଶିଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବ ।

ୟୁଜର୍ସ ୟୁଟ୍ୟୁବ ଷ୍ଟୁଡିଓରେ ଅସିଥିବା ସମସ୍ୟାକୁ ନେଇ ଏକ୍ସରେ ନିଜ ଅସୁବିଧା ପ୍ରକାଶ କରିଥିଲା । ଏହି ୟୁଜର୍ସମାନେ ଏକ୍ସରେ ନିଜ ସମସ୍ୟାକୁ ପ୍ରକାଶ କରନ୍ତି । ଏହା ସମ୍ଭବ ଯେ, ୟୁଟ୍ୟୁବ ଷ୍ଟୁଡିଓରେ ସମସ୍ୟା ଆସିଥାଇପାରେ ।

Downdectector  ମୁତାବକ, ଟ୍ୟୁଟ୍ୟୁବରେ ୩ଟାରୁ ସମସ୍ୟା ପରିଲକ୍ଷିତ ହୋଇଛି । ଏହି ପୋର୍ଟାଲରେ ଲୋକମାନେ ଲଗାତାର ୟୁଟ୍ୟୁବ ଡାଉନ ହେବାର ଅଭିଯୋଗ କରୁଛନ୍ତି । ଅମେ ଯେତେବେଳେ ଚେକ କଲୁ ସେହି ସମୟରେ ୟୁଟ୍ୟୁବ ଭଲ ଚାଲିଛି ଏବଂ ସମସ୍ତ ଭିଡିଓ ଭଲ ଦେଖାଯାଉଛି ।

https://x.com/Network10Update/status/1815318391034630640?t=eZDeY71ZxUz5MXQFyzaR-Q&s=19

Get real time updates directly on you device, subscribe now.