fbpx

ଆଇଟିବିପିିି ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ

ଛତିଶଗଡ,୪ ।୧୨: ଛତିଶଗଡ ନାରାୟଣପୁର ସ୍ଥିତ ଆଇଟିବିପି କ୍ୟାମ୍ପରେ ଯୁବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଭାରତ-ତିଦ୍ଦତୀୟ ସୀମା ପୋଲିସର ୬ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲକୁ ନିଆଯାଇଛି ।

ତେବେ ଆଇଟିବିପି କ୍ୟାମ୍ପରେ କୌଣସି ଘଟଣାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ସଂଘର୍ଷ ହୋଇଥିଲା । ପରେ ସଂଘର୍ଷରୁ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଯେଉଁ ଯବାନ ପ୍ରଥମେ ଗୁଳି ଚଳାଇଥିଲେ, ସେ ନିଜକୁ ନିଜେ ମଧ୍ୟ ଗୁଳି କରି ଦେଇଥିଲେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.