ODISHATOP STORIES

ପୁଣି ୭ ବର୍ଷର ଶିଶୁଦେହରେ ଚେଙ୍କ

ରାଉରକେଲା,୧୧ ।୨(ଓଡିଶା ଭାସ୍କର): ପୁଣି ଥରେ ଜଣେ ୭ ବର୍ଷର ଶିଶୁ ଅନ୍ଧବିଶ୍ୱାସର ଶିକାର ହୋଇଛି । ରକ୍ତ ହୀନତାରେ ପୀଡିତ ଥିବା ଶିଶୁଟିକୁ ତାଙ୍କ ପରିବାର ଲୋକେ ଚେଙ୍କ ଦେଇଥିବା ଜଣାପଡିଛି । ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦମଡ଼ାପଡ଼ା ଅଞ୍ଚଳରେ । ଶିଶୁଟିର ଶରୀରର ପ୍ରାୟ ୧୦ଟି ସ୍ଥାନରେ ଚେଙ୍କ ଦିଆଯାଇଥିବାରୁ ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close