ODISHATOP STORIES

ରାଜଧାନୀରୁ ପୁଣି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ପୁଣି ଥରେ ଜବତ ହୋଇଛି ବ୍ରାଉନସୁଗାର । କଟକ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀମାନେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚଢ଼ାଉ କରି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ହୋଇଥିବା ବ୍ରାଉନସୁଗାର ଲକ୍ଷାଧିକ ଟଙ୍କାର ହୋଇଥିବାର ଅନୁମାନ କରାଯାଉଛି । ଏହି ବ୍ରାଉନସୁଗାର କାରବାର କରୁଥିବା ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ସାହୁଙ୍କୁ ଗିରଫ କରିଛି ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *