BUSINESSTOP STORIES

ଶସ୍ତା ହେଲା ଭିଭୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨ା୩: ମାର୍କେଟରେ ଭିଭୋର ଚାହିଦା ବେଶ ଅଧିକ । ଚଳିତବର୍ଷ ଭିଭୋର ନୂଆ ୱାଇ ସିରିଜ ଲଞ୍ଚ କରାଯାଇଥିଲା । ଲଞ୍ଚ କରାଯାଇଥିବା ସମୟରେ ଏହାର ମୂଲ୍ୟ ୧୦,୯୯୦ଥିଲା ବେଳେ ଏବେ ତାକୁ ୧୦୦୦କମାଯାଇ ୯,୯୯୦ କରାଯାଇଛି । ଏଥିରେ ୩ଜିବି ରାମ ସହ ୩୨ଜିବି ଷ୍ଟୋରେଜ କାପାସିଟି ଥିବା ବେଳେ ୨୫୬ଜିବି ପର୍ଯ୍ୟନ୍ତ ଏହାକୁ ବର୍ଦ୍ଧିତ କରାଯାଇପାରିବ । । ଏହି ସ୍ମାର୍ଟଫେଶନର ଡିସପ୍ଲେ ୬.୨୨ଇଞ୍ଚ ରହିଛି । ଏହି ସ୍ମାର୍ଟଫୋନରେ ହେଲିଓ ପି୨୨ ମେଡ଼ିଆ ଟେକ ଅକ୍ଟା କୋର ପ୍ରୋସେସର ଲାଗିଛି । ଫଟୋ ଉଠେଇବା ପାଇଁ ଡ଼ୁଆଲ କ୍ୟାମେରା ଅଛି । ବ୍ୟାକ କ୍ୟାମେରା ୧୩ମେଗାପିକସେଲ ଥିବାବେଳେ ଫ୍ରଣ୍ଟ କ୍ୟାମେରା ୫ ମେଗାପିକସେଲ ରହିଛି । ଏହି ସ୍ମାର୍ଟ ଫୋନର ବ୍ୟାଟେରୀ ୩୨୬୦ ଏମଏଚ ରହିଛି । ଡୁଆଲ ସିମ ପକେଇବା ପାଇଁ ମଧ୍ୟ ସୁବିଧା ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *