fbpx

ଏହି ରାଜ୍ୟର ଦୁଇଟି ଜିଲ୍ଲାରେ ଜୁନ ୩୦ଯାଏଁ ବଢ଼ିଲା ଲକଡାଉନ

ଶିମଲା, ୨୬ା୫: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହିମାଞ୍ଚଳପ୍ରଦେଶର ଦୁଇ ଜିଲ୍ଲାରେ ଲକଡାଉନକୁ ବଢ଼ାଇଛନ୍ତି ହିମାଞ୍ଚଳପ୍ରଦେଶ ସରକାର । ହିମାଞ୍ଚଳପ୍ରଦେଶର ଦୁଇଟି ଜିଲ୍ଲା ହାମିରପୁର ଓ ସୋଲାନରେ ଜୁନ ୩୦ ଯାଏ ଲକଡାଉନକୁ ବୃଦ୍ଧି କରାଯାଇଛି । ହାମିରପୁର ଓ ସୋଲାନରେ ଅଧିକ ପଜିଟିଭ କେସ୍ ଆସୁଥିବାରୁ ଲକଡାଉନକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.