fbpx

କଟକ ସହରରେ ସଟ୍‌ଡାଉନ ଅବଧି ବୃଦ୍ଧି

କଟକ, ୭/୭(ଓଡିଶା ଭାସ୍କର): କଟକ ସହର ସଟ୍‌ଡାଉନ ଅବଧି ବଢ଼ାଇଲା ସିଏମସି। ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ସଟ୍‌ଡାଉନ୍‌। ଏନେଇ ଟ୍ୱିଟ୍‌ରେ ସୂଚନା ଦେଇଛି କଟକ ମହାନଗର ନିଗମ । ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତାକାଲି ଶେଷ ହେବାକୁ ଥିଲା କଟକ ସହର ସଟ୍‌ଡାଉନ୍‌ ଅବଧି।

 

Get real time updates directly on you device, subscribe now.