NATIONALNATIONAL NEWSNEWSTOP STORIES

ରଜ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଟୁଇଟ

ଭୁବନେଶ୍ୱର, ୧୪ା୬(ଓଡ଼ିଶା ଭାସ୍କର): ରଜ ଅବସରରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟର ମାଧ୍ୟମରେ ସେ କହିଛନ୍ତି ଓଡ଼ିଶାର ରଜ ପର୍ବ ଏକ ପବିତ୍ର ଉତ୍ସବ ଯାହା ଆମ ସମାଜରେ ଭାତୃତ୍ୱ ଏବଂ ଖୁସିକୁ ସୁଦୃଢ଼ କରିଥାଏ । ଏବଂ ଏହି ଅବସରରେ ମୋର ସମସ୍ତିଙ୍କୁ ଶୁଭକାମନା । ଏବଂ ଲେଖିଛନ୍ତି ସମସ୍ତଙ୍କର ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।

Show More

Leave a Reply

Your email address will not be published. Required fields are marked *

Related Articles