• Likes
  • Followers
  • Subscribers
  • Followers
  • Android App
  • Monday, September 15, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Breaking: ଆଜି ଖାତାକୁ ଆସିବ ୫୦୦୦ ଟଙ୍କା

Breaking: ଆଜି ଖାତାକୁ ଆସିବ ୫୦୦୦ ଟଙ୍କା

ଆଜି ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ୫୦୦୦ ଟଙ୍କା। ୧ କୋଟି ୬୪ ହଜାର ମହିଳା ପାଇବେ ଦ୍ୱିତୀୟ କିସ୍ତି।

By Subhasmita Das On Mar 8, 2025 at 8:06 AM
Share

ଭୁବନେଶ୍ୱର: ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। କୋଟିଏ ୬୪ ହଜାର ମହିଳାଙ୍କୁ ଆଜି ଏକାଥରେ ସରକାର ଦେବେ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଆନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟର ୫ ହଜାର ଲେଖାଏଁ ଟଙ୍କା।

ଆକାଉଣ୍ଟକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା। ଏବେସୁଦ୍ଧା ଯେତେ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି। ସେ ସମସ୍ତଙ୍କୁ ଆଜି ଆଉ ଥରେ ଦ୍ୱିତୀୟ କିସ୍ତିରେ ୫ ହଜାର ଲେଖାଏଁ ଦେବେ ରାଜ୍ୟ ସରକାର। କହିବାକୁ ଗଲେ ମାର୍ଚ୍ଚ ୬ ତାରିଖ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପାଇଥିବା ମହିଳା ଆଜି ବି ଆଉ ପାଞ୍ଚ ହଜାର ଟଙ୍କା ପାଇବେ।

ତେବେ ଏବେସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର। ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ଥିବା ବେଳେ, ଏହି ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣମିରେ ଏକାଥରେ ୧୫ ହଜାର ଟଙ୍କା ମିଳିବ।

ଆହୁରି ପଢନ୍ତୁ

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ…

ଆରମ୍ଭ ହେଲା IND VS PAK ଟକ୍କର; ଟସ ଜିତିଲା…

Share

Prev Post

ଗରମରେ ଡହଳବିକଳ ଓଡ଼ିଶାବାସୀ! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

Next Post

Breaking: ନିଆଁର ଆଁରେ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

You might also like More from author
Asia Cup

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ ଖେଳାଳିଙ୍କ ସାମ୍ନାରେ ମାଟି କାମୁଡ଼ିଲା ପାକ୍,…

Asia Cup

ଆରମ୍ଭ ହେଲା IND VS PAK ଟକ୍କର; ଟସ ଜିତିଲା ପାକିସ୍ତାନ, ବୋଲିଂ କରିବ ଭାରତ

Asia Cup

IND vs PAK: ଆଜି ଦୁବାଇ ମାଟିରେ ହେବ ମହାସଂଗ୍ରାମ, ମ୍ୟାଚ୍ ପୂର୍ବରୁ BCCI ସେୟାର କଲା ଭିଡିଓ,…

ଖବର

ରହସ୍ୟମୟୀ ମଠ, ଯିଏ ଭିତରକୁ ଯିବ ତାର ମୃତ୍ୟୁ ସୁନିଶ୍ଚିତ

Breaking News

Bollywood News: ବାଗୀ-4 ଫ୍ଲପ୍ ! ଏବେ ସଲମାନଙ୍କ ‘ଶତ୍ରୁ’ ସହ ଏକାଠି ହେବେ ସଞ୍ଜୟ ଦତ୍ତ, ହେବ…

Asia Cup

କାଉଣ୍ଟଡାଉନ୍ ଷ୍ଟାର୍ଟ, ପାକିସ୍ତାନ ବିପକ୍ଷରେ ଏ ହେଉଛି ଭାରତର ପ୍ଲେଇଁ ୧୧, ଦଳରୁ ବାଦ୍ ପଡ଼ିଲେ ୨…

Prev Next
Odisha Bhaskar

Recent Posts

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ…

ଘାତକ ବୋଲିଂ ଆଗରେ ପାକିସ୍ତାନ ବୋକା, ପାକ୍‌କୁୁ…

ବିଜ୍ଞାପନ ପାଇଁ ହଟହଟା ହେଲେ ସୁନ୍ଦରୀ ଉର୍ବଶୀ,…

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ…

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର,…

ଚାଲିଛି ଲଢ଼େଇ, ଦୁଲ ଦାଲ ପଡ଼ୁଛି ୱିକେଟ, ରନ୍…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଦୁବାଇ ମାଟିରେ ପାକିସ୍ତାନ ଚିତପଟାଙ୍ଗ, ଭାରତୀୟ…

ଆରମ୍ଭ ହେଲା IND VS PAK ଟକ୍କର; ଟସ ଜିତିଲା…

IND vs PAK: ଆଜି ଦୁବାଇ ମାଟିରେ ହେବ…

ରହସ୍ୟମୟୀ ମଠ, ଯିଏ ଭିତରକୁ ଯିବ ତାର ମୃତ୍ୟୁ…

Prev Next 1 of 23,005
© 2025 - TK Digital All Rights Reserved.