fbpx

ବିଷାକ୍ତ ଛତୁଖାଇ ୧୦ ଅସୁସ୍ଥ; ୪ ଗୁରୁତର

Advertisement

ଖଡିଆଳ: ବିଷାକ୍ତ ଛତୁ ଖାଇ ୧୦ ଜଣ ଅସୁସ୍ଥ ହେବ ଖବର ସାମ୍ନାକୁ ଆସିଛି। ଆଜି ସକାଳୁ ଏହି ଅଭାବନୀୟ ଘଟଣାଟି ଖଡିଆଳ ସ୍ଥିତ କିଟିରେଇ ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଏଥିରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି । ଏହାପରେ ବ୍ୟକ୍ତିଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ଅନ୍ୟ ୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.