fbpx

ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । 

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜଟଣୀ ସ୍ଥିତ ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିଲେ, ଆଜି ୨ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି ।

ଏହା ପୂର୍ବରୁ ପଟିଆର ଆଲେନ୍ ଇନଷ୍ଟଚ୍ୟୁଟରୁ ୨୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଇନଷ୍ଟିଚ୍ୟୁଟକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

Get real time updates directly on you device, subscribe now.