ଭୁବନେଶ୍ୱର: ସାଇବର ଠକେଇର ମାତ୍ରା ବଢ଼ିବାରେ ଲାଗିଛି । ନକଲି ୱେବସାଇଟରେ ହୋଟେଲ ବୁକିଂ କରୁଥିବା ଗ୍ରାହକଙ୍କଠାରୁ ହେଉଛି ଲୁଟ୍ ।
ଲକ୍ଷାଧିକ ଟଙ୍କା ଲୁଟ୍ କରିସାରିରଲେଣି ସାଇବର ଠକ । ଏ ନେଇ ୧୧ଟି ଫେକ୍ ୱେବସାଇଟକୁ ବ୍ୟାନ୍ କରିଛି କ୍ରାଇମବ୍ରାଞ୍ଚ ଅଫ୍ ଇଣ୍ଡିଆ ।
ପର୍ଯ୍ୟଟକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେଣି ସାଇବର ଲୁଟେରା । ଫେକ୍ ୱେବସାଇଟ୍ଠାରୁ ଦୂରେଇ ରହିବାକୁ ସିବିଆଇର ନିର୍ଦ୍ଦେଶ ।