fbpx

ରାଜ୍ୟରେ ଖାଲିପଡିଛି ୧୧,୪୫୬ ପୋଲିସ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୧ ସୁଦ୍ଧା ଖାଲିପଡିଛି ୧୧ ହଜାର ୪୫୬ ପୋଲିସ ପଦବୀ । ସେଥିରେ ୧୩ଟି ଡିଆଇଜି ପାଇଁ ପୋଷ୍ଟ ଥିବା ବେଳେ ୧୫ଟି ଏସପି ପଦବୀ ଖାଲି ପଡିଛି । ଏହା ବ୍ୟତୀତ ତ ରାଜ୍ୟରେ ୨୪୮ଟି ଇନ୍ସପେକ୍ଟର ପଦବୀ ଖାଲି ପଡିଛି । ଏନେଇ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଆଜି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ।

Get real time updates directly on you device, subscribe now.