BREAKING: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ମାଲକାନଗିରି: ଦେଶରେ ପହଲଗ୍ରାମ ଆତଙ୍କୀ ଆକ୍ରମଣକୁ ବିରୋଧ । ଏଥିପାଇଁ ମାଲକାନଗିରି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ହିଁ ବନ୍ଦ ପାଳନ କରାଯାଇଛି । ଯାହାର ପ୍ରଭାବରେ ସଦର ମମହାକୁମାରେ ଦୋକାନ ଓ ବଜାର ବନ୍ଦ ରହିଛି ।
ଗାଡ଼ି ଚଳାଚଳ ବନ୍ଦ ପାଇଁ ଅନେକ ଲୋକ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।