(Video) AAPର ୧୨ ବିଧାୟକ ସସ୍‌ପେଣ୍ଡ, ଦିଲ୍ଲୀ ବିଧାନସଭାରେ ହଙ୍ଗାମା

ସସ୍‌ପେଣ୍ଡ ହେଲେ ଆମ୍ ଆଦମୀ ପାର୍ଟୀର ୧୨ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ହଙ୍ଗାମା। ଆମ୍ ଆଦମୀ ପାର୍ଟୀର ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ କଲେ ବାଚସ୍ପତି। ବିରୋଧୀଦଳର ନେତା ଆତିଶିଙ୍କ ସମେତ ୧୨ଜଣ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଛି।

ବିରୋଧୀ ଦଳର ବିଧାନସଭା ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଙ୍ଗାମା କରିଥିଲେ। ଏହି ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି।