fbpx

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା: ଜାଣନ୍ତୁ କେଉଁଠି କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତିଷ୍ଠା ହେବ ନୂଆ ଇସ୍ପାତ କାରଖାନା । ଆଉ ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ସୁନ୍ଦରଗଡ଼ରେ ସର୍ବାଧିକ ୩ଟି ଇସ୍ପାତ କାରଖାନା ହେବ ।

ସେହିପରି ଯାଜପୁରରେ ୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ଏହା ସହ କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଢ଼େଙ୍କାନାଳରେ ବି ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ସେହିପରି ଅନୁଗୁଳ, କେନ୍ଦୁଝର ଓ ଜଗତସିଂହପୁରରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.