fbpx

ବିଧାନସଭାର ବଡ ଖବର: ୭୫୭ରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍, ଜାଣନ୍ତୁ କେଉଁ ବିଧାୟକ ସଂକ୍ରମିତ?

ଭୁବନେଶ୍ୱର,୨୭ ।୯(ଓଡିଶା ଭାସ୍କର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଆସିଛି କରୋନା ଟେଷ୍ଟ ରିପୋର୍ଟ ଆସିଛି । ୭୫୭ କୋଭିଡ ଟେଷ୍ଟରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ୨ ବିଧାୟକ, ସାମ୍ବାଦିକ ଓ ବିଧାନସଭା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଆସିଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ।

Get real time updates directly on you device, subscribe now.