fbpx

SSCରେ ବାହାରିଲା ୧୪୧୧ଟି ପଦବୀ, ଆସନ୍ତା ୨୯ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ଚାକିରି କରୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଷ୍ଟାଫ ସିଲେକ୍ସ କମିସନ (ଏସଏସସି) ପକ୍ଷରୁ ୧୪ ଶହରୁ ଅଧିକ ପଦବୀ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଆପ୍ଲାଏ କରିବାକୁ ଅନୁରୋଧ । ଆବେଦନର ଅନ୍ତିମ ତାରିଖ ଆସନ୍ତା ୨୯ ତାରିଖ ରହିଛି ।

ଉପଯୁକ୍ତ ପ୍ରାର୍ଥୀଙ୍କୁ ଦିଲ୍ଲୀ ପୋଲିସର କନଷ୍ଟେବଳ (ଡ୍ରାଇଭର)- ଓପନ, କନଷ୍ଟେବଳ (ଡ୍ରାଇଭର)- ଏକ୍ସ-ସର୍ଭିସମ୍ୟାନ ପଦବୀରେ ନିଯୁକ୍ତି ଦିଆଯିବ । ମୋଟ ୧୪୧୧ଟି ପଦବୀ ରହିଥିବା ବେଳେ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଯୁକ୍ତଦୁଇ ପାସ୍ କରିଥିବା ଦରକାର ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୦୮.୦୭.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୨୯.୦୭.୨୦୨୨

ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ: https://ssc.nic.in/Registration/Home

ଲଗ୍ ଇନ୍ ଲିଙ୍କ: https://ssc.nic.in/

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/07/Notification-SSC-Constable-Driver-Recruitment-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ssc.nic.in/

Get real time updates directly on you device, subscribe now.