fbpx

ସ୍ନାନପୂର୍ଣ୍ଣିମା ପାଇଁ ଲାଗୁ ହେବ୧୪୪

Advertisement

ପୁରୀ: କରୋନା କାଳରେ ଏଥର ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଆୟୋଜନ କରାଯାଉଛି । ସେହିଭଳି ଆସନ୍ତା ୨୩ ହେବାକୁଯାଉଥିବା ମହାପ୍ରଭୁଙ୍କୁ ସ୍ନାନଯାତ୍ରା ମଧ୍ୟ ଭକ୍ତଶୂନ୍ୟ ହେବାକୁଯାଉଛି ।

ତେବେ ସ୍ନାନପୂର୍ଣ୍ଣମା ଅବସରରେ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରୁ ଜନସମାଗମକୁ ରୋକିବା ପାଇଁ କଟକଣା ଜାରି । ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।

Get real time updates directly on you device, subscribe now.