• Likes
  • Followers
  • Subscribers
  • Followers
  • Android App
  • Saturday, September 13, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଗରିବ କୃଷକଙ୍କ ଆକାଉଣ୍ଟକୁ ଆସିଲା ୧୫ ଲକ୍ଷ: ମୋଦି ପଠାଇଛନ୍ତି ଭାବି ସଙ୍ଗେସଙ୍ଗେ ଖର୍ଚ୍ଚ କରିଦେଲେ ୯ ଲକ୍ଷ, ଆଉ ତା’ପରେ…

ଗରିବ କୃଷକଙ୍କ ଆକାଉଣ୍ଟକୁ ଆସିଲା ୧୫ ଲକ୍ଷ: ମୋଦି ପଠାଇଛନ୍ତି ଭାବି ସଙ୍ଗେସଙ୍ଗେ ଖର୍ଚ୍ଚ କରିଦେଲେ ୯ ଲକ୍ଷ, ଆଉ ତା’ପରେ…

By Manas Pradhan On Feb 11, 2022 at 9:00 AM
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୪ ମସିହା ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ପ୍ରତିଶ୍ରୁତି ଜନତାଙ୍କ ପାଇଁ କାଳ ହୋଇଛି । ଦେଶକୁ କଳାଧନ ଆସିବ ଓ ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପଠାଯିବ ବୋଲି ମୋଦି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅନେକ ଗରିବ ତଥା ଅଶିକ୍ଷିତ ଶ୍ରେଣୀର ଲୋକେ ଏହାକୁ ସତ ବୋଲି ଭାବି ଆଜି ବି ଟଙ୍କା ପାଇବାକୁ ଚାହିଁ ରହିଛନ୍ତି । ନିକଟରେ ଜଣେ ବ୍ୟକ୍ତିଙ୍କ ଜନଧନ ଆକାଉଣ୍ଟକୁ ହଠାତ୍ ୧୫ ଲକ୍ଷ ଟଙ୍କା ଆସିଥିଲା । ଏହାପରେ ମୋଦି ଟଙ୍କା ପଠାଇଛନ୍ତି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଖୁସି ବ୍ୟକ୍ତ କରିବା ସହ ଉକ୍ତ ଅର୍ଥକୁ ଘର ନିର୍ମାଣରେ ବିନିଯୋଗ କରିଦେଇଥିଲେ । ମାତ୍ର ଏହାର କିଛିଦିନ ପରେ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲା । ଏଭଳି ସ୍ଥିତିରେ ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ମୋଦିଙ୍କ ପାଇଁ ହରଡ଼ଘଣାରେ ପଡ଼ିଯାଇଛନ୍ତି ।

ଜଣାପଡ଼ିଛି ଯେ, ଗତ ବର୍ଷ ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ଔରଙ୍ଗାବାଦର ପୈଠିକ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜନଧନ ଖାତାକୁ ୧୫ ଲକ୍ଷ ଟଙ୍କା ଆସିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଟଙ୍କା ପଠାଇଛନ୍ତି ବୋଲି ଭାବି ସେ ଚିଠି ଲେଖି ଧନ୍ୟବାଦ ଜଣାଇବା ସହ ଉକ୍ତ ଅର୍ଥକୁ ଘର ନିର୍ମାଣରେ ଲଗାଇଥିଲେ । ମାତ୍ର ଟଙ୍କା ଭୁଲରେ ଆସିଥିବା ନେଇ ବ୍ୟାଙ୍କ ତରଫରୁ ୬ ମାସ ପରେ ତାଙ୍କ ପାଖକୁ ଏକ ନୋଟିସ୍ ଆସିଥିଲା । ଉକ୍ତ ଅର୍ଥ ଫେରସ୍ତ କରିବାକୁ ବ୍ୟାଙ୍କ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ । ଏହାପରେ ସମ୍ପୃକ୍ତ ଗରିବ କୃଷକ ଜଣଙ୍କ ଏବେ ଏତେ ମୋଟାଅଙ୍କର ଅର୍ଥ କେଉଁଠୁ ଆଣିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେ ପ୍ରଥମେ ତାଙ୍କ ଆକାଉଣ୍ଟରୁ ୯ ଲକ୍ଷ ଉଠାଇ ଦେଇଥିବା ବେଳେ ଅବଶିଷ୍ଟ ୬ ଲକ୍ଷ ବାଲାନ୍ସକୁ ବ୍ୟାଙ୍କ ଫେରାଇ ନେଇଛି । ଏବେ ଆଉ ୯ ଲକ୍ଷ ଫେରସ୍ତ କରିବାକୁ ବ୍ୟାଙ୍କ ତାଙ୍କ ଉପରେ ଚାପ ପକାଉଛି । ପଞ୍ଚାୟତ ପାଇଁ ଆସିଥିବା ଅର୍ଥ ଭୁଲ ବଶତଃ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।

Share

Prev Post

ଅଲ୍ଲୁ ଅର୍ଜୁନ୍ କେମିତି ବନିଲେ ପୁଷ୍ପାରାଜ୍? ଟ୍ରାନ୍ସଫରମେସନ୍ ଦେଖି ତାଜୁବ୍ ହୋଇଯିବେ; ଦେଖନ୍ତୁ ଭିଡିଓ

Next Post

ଇଶାନ କିଶାନଙ୍କୁ ଆହୁରି ସୁଯୋଗ ମିଳିବା ଦରକାର: ଭାରତୀୟ ପୂର୍ବତନ କ୍ରିକେଟର

You might also like More from author
Breaking News

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି ନାଗ, ଅଣ୍ଟା ହଲାଇ ନାଚିଲା, ଭିଡିଓ ଦେଖି ଲୋକେ…

Breaking News

Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା ପ୍ଲାନ, TRAI ମାଗିଲା ଉତ୍ତର, ଜାଣନ୍ତୁ କାରଣ

ଖବର

ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା, ନ୍ୟାୟ ନମିଳିଲେ କରିବେ ଆତ୍ମହତ୍ୟା

Featured

‘ସ୍ୱାମୀ ନୁହେଁ, ୨୦ ବର୍ଷର ସାନ ପ୍ରେମିିକ ସହ ରହିବି..’, କୋର୍ଟରେ ଏଭଳି ଡିମାଣ୍ଡ କଲେ ୯ ପିଲାର…

Featured

ନବ ଦମ୍ପତିଙ୍କୁ କିଟରେ କଣ ଦେଉଛନ୍ତି ରାଜ୍ୟସରକାର ? ଜାଣନ୍ତୁ କେମିତି ମିଳେ ଏହି କିଟ୍

Breaking News

PM କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର, ଜାଣନ୍ତୁ ଡିଟେଲ୍ସ

Prev Next
Odisha Bhaskar

Recent Posts

ଦୀପାବଳି ପୂର୍ବରୁ ଶନିଙ୍କ ଗତି ବଦଳିବ, ଏହିସବୁ…

ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରୁ କାହା…

ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା…

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି…

କ୍ରିକେଟ ଏକାଡେମୀରୁ ବିଦା , ଶୁଭମନଙ୍କ ସହ…

Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି…

Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା…

ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

‘ସ୍ୱାମୀ ନୁହେଁ, ୨୦ ବର୍ଷର ସାନ ପ୍ରେମିିକ ସହ…

Prev Next 1 of 28,679
© 2025 - TK Digital All Rights Reserved.