ଭୁବନେଶ୍ୱର, ୨୪/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫, ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୨, ରାୟଗଡା, ବଲାଙ୍ଗୀର, ନୟାଗଡ଼, ମୟୁରଭଂଜ, ସୁବର୍ଣ୍ଣପୁର ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of sixteen #COVID19 positive patients while under treatment in hospitals.
1. A 43-year old male of Bolangir district who was also suffering from Diabetes.
2. A 65-year old male of Bhubaneswar.
— H & FW Dept Odisha (@HFWOdisha) September 24, 2020
6. An 82-year old male of Kendrapada district who was also suffering from Uncontrolled Diabetes.
7. A 57-year old male of Khordha district.
8. A 69-year old male of Khordha district.
9. A 58-year old male of Mayurbhanj district.
10. A 54-year old male of Nayagarh district
— H & FW Dept Odisha (@HFWOdisha) September 24, 2020
14. A 39-year old male of Puri district who was also suffering from Chronic Kidney Disease & Hypertension.
15. A 57-year old male of Rayagada district.
16. A 70-year old male of Subarnapur district.
— H & FW Dept Odisha (@HFWOdisha) September 24, 2020