fbpx

ରାମାୟଣ ମଞ୍ଚସ୍ଥ ବେଳେ କରେଣ୍ଟ ଲାଗି ୧୯ଶିଶୁ ଆହତ ଘଟଣା; ଯାତ୍ରା କମିଟି ସଭାପତିଙ୍କ ସମେତ ୫ଗିରଫ

ଦିଗପହଣ୍ଡି: (ଓଡ଼ିଶା ଭାସ୍କର) ରବିବାର କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯାତ୍ରା କମିଟିର ସଭାପତିଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ଜାମିନ୍ ନାମଞ୍ଜୁର ପରେ ଗିରଫ ୫ ଅଭିଯୁକ୍ତ ଜେଲ୍ ଗଲେ । ରବିବାର ଫାଶିଗୁଡ଼ାରେ କରେଣ୍ଟ ଲାଗି ୧୯ ଶିଶୁ ଆହତ ହୋଇଥିଲେ । ରାମାୟଣ ମଞ୍ଚସ୍ଥ ବେଳେ ଷ୍ଟେଜରେ କରେଣ୍ଟ ଚାର୍ଜ ହୋଇଥିଲା ।

Get real time updates directly on you device, subscribe now.