fbpx

ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ; ଏବେବି ରହିଛି ୪୯୧ ମାମଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ । ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏବେବି ବିଡିଏ ଅଧିନରେ ଥିବା ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ରହିଛି ମାମଲା । ୬୩ଟି ମାମଲା ଖାରଜ ହୋଇଛି ଓ ୨୩୭ଟି ବିଚାରାଧୀନ ରହିଛି । ସେହିଭଳି ବିଏମ୍‌ସି ଅଧିନରେ ୧୪୪୪ ମାମଲା ରହିଥିବା ବେଳେ, ସେଥିରୁ ୪୫୧ଟି ଫଇସଲା ହୋଇଛି ।

Get real time updates directly on you device, subscribe now.