ଶ୍ରୀନଗରୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ । ଗୋଇନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି କରାଯାଇଥିଲା ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୨ ଆତଙ୍କବାଦୀ । ସର୍ଚ୍ଚ ଅପରେଶନରେ ଜମ୍ମୁ-କଶ୍ମୀରର କିସ୍ତୱାରରେ ବଡ଼ ଧରଣର ଏନକାଉକ୍ଟର କରାଯାଇଛି ।
୩ରୁ ୪ ଆତଙ୍କବାଦୀ ଲୁଚି ରହିିବାନେଇ ସନ୍ଦେହ ହେବା ପରେ ସୁରକ୍ଷାକର୍ମୀଙ୍କ ତରଫରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା ।
୨ ଆତଙ୍କବାଦୀ ନିପାତ ହେବା ପରେ, ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଛି ।