fbpx
BSKY SKY
BSKY SKY

RCFL ପକ୍ଷରୁ ବାହାରିଲା ୨୪୮ଟି ପଦବୀ: ଜାନୁଆରୀ ୧୬ ଆବେଦନର ଅନ୍ତିମ ତାରିଖ

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫଏଲ) ପକ୍ଷରୁ ୨୪୮ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀମାନେ ଟେକ୍ନିସିଆନ ଟ୍ରେନି, ଅପରେଟର ଆଣ୍ଡ ଏକ୍ସ-ରେ ଟେକ୍ନିସିଆନ ଆଦି ବିଭିନ୍ନ ପଦରେ ନିଯୁକ୍ତି ପାଇ ପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଡିସେମ୍ବର ମାସ ୧୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ୨୦୨୨ ମସିହା ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୪ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୭୦୦ ଟଙ୍କା ଆବେଦନ ଫିସ୍ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ଏସସି / ଏସଟି / ଏକ୍ସ ଏସଏମ / ପିଡବ୍ଲ୍ୟୁଡି/ ମହିଳା ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଡ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.rcfltd.com/hrrecruitment/recruitment-1

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2022/12/Notification-RCFL-X-Ray-Technician-Post.pdf

ଲିଙ୍କ-୨: https://img.freejobalert.com/uploads/2022/12/Notification-RCFL-Technician-Trainee-Post.pdf

ଲିଙ୍କ-୩:  https://img.freejobalert.com/uploads/2022/12/Notification-RCFL-Operator-.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.rcfltd.com/

Get real time updates directly on you device, subscribe now.