fbpx

ରାଜ୍ୟରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପାଇବେ ଟିକା

ଭୁବନେଶ୍ୱର, ୨ ।୧୧(ଓଡିଶା ଭାସ୍କର): କରୋନା ଟିକା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି । ରାଜ୍ୟରେ ପ୍ରାୟ ୩ ଲକ୍ଷ ୨ ହଜାର ୭୦୮ ସ୍ୱାସ୍ଥ୍ୟକର୍ମୀ ଟିକା ପାଇବେ । ୨ ଲକ୍ଷ ୯୫ ହଜାର ୩୪୯ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ମିଳିଛି । ରାଜ୍ୟରେ ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ପ୍ରସ୍ତୁତ ହୋଇଯାଇଛି । ରାଜ୍ୟରେ ୩.୬୮୩ ସଂସ୍ଥାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ମଗାଯାଇଛି । ୩ ହଜାର ୪୬୩ ସଂସ୍ଥା ସେମାନଙ୍କ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ଦେଇଛନ୍ତି । ୯୪ ପ୍ରତିଶତ ସଂସ୍ଥା ସେମାନଙ୍କ ଡାଟା ଦେଇସାରିଛନ୍ତି ।

Get real time updates directly on you device, subscribe now.