ଓଡିଶା ଭାସ୍କର: ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ। 3 ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ସେଥିମଧ୍ୟରୁ ଜଣେ ଡିସିଏମ ରାଙ୍କରଏବଂ ଆଉ 2 ଜଣ ଏସିଏସ ରାଙ୍କର ଅଟନ୍ତି।
ଆମେ ଆଗରୁ ଅନେକ ମାଓବାଦୀ ହିଂସାକାଣ୍ଡ ବିଷୟରେ ଦେଖିଛେ। ସେଥିମଧ୍ୟରୁ କେତେକ ନିପାତ ହୁଅନ୍ତି ତ ଆଉ କେତେକ ଆତ୍ମସମର୍ପଣ କରନ୍ତି।
ସେହିପରି ଆଉ 3 ଦୁର୍ଦ୍ଦାନ୍ତ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏମାନେ ଓଡିଶା ଓ ଛତିଶଗଡ଼ର ବିଭିନ୍ନ ମାଓ ହିଂସାରେ ଏମାନେ ଜଡିତ ଥିଲେ।