fbpx

ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ । IPS ସଦାନନ୍ଦ ବସନ୍ତ NIAର ନୂଆ ଡିଜି ନିଯୁକ୍ତ । IPS ପୀୟୂଷ ଆନନ୍ଦ NDRFର ନୂଆ ଡିଜି ନିଯୁକ୍ତ । IPS ରାଜୀବ କୁମାର ଶର୍ମା BPRDର ନୂଆ ଡିଜି ନିଯୁକ୍ତ ।

Get real time updates directly on you device, subscribe now.