fbpx

ନଦୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ଜଳରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ

କୋଣାର୍କ: ଦେବୀ ନଦୀରେ ବୁଡ଼ିଯାଇ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ବାଲିଡିହା ଗାଁରେ ପ୍ରବାହିତ ହେଉଥିବା ଦେବୀ ନଦୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି । ୩ ଜଣ ମୃତକଙ୍କ ଘର ଅସ୍ତରଙ୍ଗ ଗାଁ ବୋଲି ଜଣାପଡିଛି । ସେମାନଙ୍କ ବୟସ ୧୩ ରୁ ୧୫ ବର୍ଷ ବୋଲି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ୮ମ ଶ୍ରେଣୀରେ ପଢୁଥିଲେ ଏବଂ ଅନ୍ୟ ୨ ଜଣ ୯ମ ଓ ୧୦ମ ଶ୍ରେଣୀର ଛାତ୍ର ଥିଲେ ।

Get real time updates directly on you device, subscribe now.