fbpx

ଦୁଇ ସପ୍ତାହ ମଧ୍ୟରେ ୩୦% ଖସିଲା ପତଞ୍ଜଳିର ସେୟାର୍

ନୂଆଦିଲ୍ଲୀ, ୮/୭: ଯେତେବେଳେ ରୁଚି ସୋୟା ପତଞ୍ଜଳି ଦ୍ୱାରା ମିଶ୍ରଣ ହୋଇଥିଲେ , ଏହାର ଷ୍ଟକ୍ ମୂଲ୍ୟ ବହୁତ କମ୍ ଥିଲା । ଯଦି ପତଞ୍ଜଳି ର ଷ୍ଟକ୍ କ୍ରା୍ୟଦକ୍ଷତା ଉପେର ଧ୍ୟାନ ଦିଆିବ ତେବେ ଜାନୁଆରୀ ୨୦, ୨୦୨୦ ରେ ଏନ୍ଏସ୍ଇ ରେ ଏହାର ଅଂଶଧନ (ସେୟାର୍) ମୂଲ୍ୟ ମାତ୍ର ୧୬.୨୦ ଟଙ୍କା ଥିଲା । ମାତ୍ର ଛଅ ମାସ ମଧ୍ୟେର ଏହାର ସେୟାର ମୂଲ୍ୟ ୨୬ ଜୁନ୍ ରେ ୧୫୧୯ ଟଙ୍କା ଛୁଇଁଥିଲା । ଯାହା ଏର୍ପ୍ୟନ୍ତ ସେର୍ବାଚ୍ଚ ସ୍ତର ଅଟେ । ଏହି ମମ୍ମର୍ରେ ଷ୍ଟକ୍ ଛଅ ମାସେର ୯୪୦୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ବେମ୍ବ ଷ୍ଟକ୍ ଏକ୍ସଚଞ୍ଜ ରେ ଉପଲବ୍ଧ ସୂଚନା ଅନୁଯାୟୀ, ପତଞ୍ଜଳିର ସେୟାର ମୂଲ୍ୟ ୨୪ ଜୁଲାଇ ୨୦୧୯ ରେ ୩.୨୮ ଟଙ୍କୋର ରହିଥିଲା । ମାତ୍ର ଏହାର ସେୟାର ମୂଲ୍ୟ ଚଳିତ ଜୁନ୍ ୨୯ ରେ ୧୫୩୫ ଟଙ୍କା ଛୁଇଁଛି, ଯାହା ଏର୍ଯ୍ୟନ୍ତ ସେର୍ବାଚ୍ଚ ସ୍ତର । ମାତ୍ର ତଞ୍ଜଳିର ଷ୍ଟକ୍ ୨୯ ଜୁନ୍ ଠାରୁ ହ୍ରାସ ପାଇବୋର ଲାଗିଛି । ନ୍ୟାଶନାଲ୍ ଷ୍ଟକ୍ ଏକ୍ସେଚଞ୍ଜର ଜୁନ୍ ୨୬ ତାରିଖର ତଥ୍ୟ ଅନୁଯାୟୀ, ପତଞ୍ଜଳିର ସେୟାର୍ ମୂଲ୍ୟ ୧୫୧୯ ଟଙ୍କା ରହିଥିଲା । ଗତ ୮ ଟି ବ୍ୟବସାୟ କାରବାର ଦିନେର ଏହାର ସେୟାର ମୂଲ୍ୟ ୫୧୧ ଟଙ୍କା ହ୍ରାସ ପାଇ ୧୦୦୦ ଟଙ୍କା ପାଖ।।ଖି ହଞ୍ଚିଗଲାଣି । ଏହା ସହିତ ପ୍ରତିଦିନ ପତଞ୍ଜଳିର ସେୟାର୍ ମୂଲ୍ୟ ହ୍ରାସ ହେବୋର ଲାଗିଛି । ଜୁନ୍ ୨୯ ତାରିଖ ଠାରୁ ପତଞ୍ଜଳିର ସେୟାର୍ ମୂଲ୍ୟ ହ୍ରାସ ପାଇବୋର ଲାଗିଛି । ଏହି ପରେି୍ରକ୍ଷେୀର ବିଗତ ଦୁଇ ସପ୍ତାହ ମଧ୍ୟେର ଏହାର ସେୟାର୍ ମୂଲ୍ୟ ୩୦ ପ୍ରତିଶତ ରୁ ଉଦ୍ଧ୍ୱର୍ ହ୍ରାସ ପାଇଛି । ବାସ୍ତବେର, ରୁଚି ସୋୟା ରେ ଶେୟାର ହୋଲ୍ଡର ପତଞ୍ଜଳି ପାଇଁ ଏକ ସମସ୍ୟା ପାଲଟିଛି । ସମ୍ପ୍ରତି, ତାଲିକା ନେିଦ୍ଦର୍ଶାବଳୀ ଅନୁଯାୟୀ, ଏକ କମ୍ପାନୀକୁ ଅତିକମେର ୨୫% ଅଂଶଧନ ସବର୍ସାଧାରଣେର ରଖିବାକୁ ପଡିବ । କିନ୍ତୁ ଏହା ନେୁହଁ । ସମ୍ପ୍ରତି ପତଞ୍ଜଳି ଆୟେୁବର୍ଦଙ୍କ ବିଷୟେର ଓଲଟା ମିଶ୍ରଣ ବିଷୟେର ଅୋଲାଚନା ହୋଇଥିଲା । ଓଲଟା ମିଶ୍ରଣ ଅଧୀନେର ଏକ ଘେରାଇ କମ୍ପାନୀ ତାଲିକାଭୁକ୍ତ କମ୍ପାନୀକୁ ନେଇଥାଏ । ପତଞ୍ଜଳି ଏର୍ଯ୍ୟନ୍ତ ଏହି ତାଲିକୋର ସ୍ଥାନ ପାଇନାହିଁ ।

Get real time updates directly on you device, subscribe now.