fbpx

ଆରବ ସାଗରର ଭାରତୀୟ ଜଳସୀମାରେ ଧରାପଡିଲା ୩୦୦ କୋଟିର ହେରୋଇନ୍, ୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ବାନ୍ଧିଲା କୋଷ୍ଟ୍‌ଗାର୍ଡ

ଅହମ୍ମଦାବାଦ : ଗୁଜୁରାଟ ଏଟିଏସ୍‌ ଓ କୋଷ୍ଟ୍‌ଗାର୍ଡର ମିଳିତ ଅପରେସନ୍‌ରେ ଆରବ ସାଗରରେ ଭାରତୀୟ ଜଳସୀମା ଜଖୋ ନିକଟରୁ ୩୦୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି । ଜଖୋ ନିକଟରେ ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ ଚତୁର୍ଦ୍ଦିଗରୁ ଘେରି ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ୫୬ କିଲୋ ମାଦକ ପଦାର୍ଥ ଜବତ କରାଯାଇଛି । ଏହି ମାଦକ ପଦାର୍ଥ ହେରୋଇନ୍‌ ଥିବା ଜଣାଯାଇଛି ଯାହାର ବଜାର ମୂଲ୍ୟ ୩୦୦ କୋଟି ଟଙ୍କା । ଏଥିସହ ସୁରକ୍ଷାବଳ ୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଯେଉଁମାନେ ମାଛମରା ବାହାନାରେ ଡ୍ରଗ୍ସ ସପ୍ଲାଏ କରୁଥିଲେ । ଏହାବ୍ୟତୀତ ଗୁଜୁରାଟ ସୀମାରେ ବି ଡ୍ରଗ୍ସ

Get real time updates directly on you device, subscribe now.