fbpx

ଦିନ ୧ଟା ସୁଦ୍ଧା ୩୩.୭୩ % ମତଦାନ

ବାଲେଶ୍ୱର,୩ ।୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ଦୁଇଟି ଯାକ ଆସନରେ ୩୩.୭୩ ପ୍ରତିଶତ ମତଦାନ ହୋଇଛି ।ବାଲେଶ୍ବରରେ ଗୋଟାଏ ସୁଦ୍ଧା ୨୭.୬୦% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୧ଟା ସୁଦ୍ଧା ୩୯.୬୮% ମତଦାନ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି । ତେବେ ସକାଳ ୭ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ ।

Get real time updates directly on you device, subscribe now.